STORYMIRROR

Gadadhar Sahoo

Inspirational

4  

Gadadhar Sahoo

Inspirational

ପରିବାର

ପରିବାର

1 min
245

ସୁଖ ଦୁଃଖର ସରହଦ

ସ୍ନେହ ପ୍ରେମର ବନ୍ଧନ

ହଜାଇ ପାଇବାର ଆନନ୍ଦ

ପାଇ ଦେବାର ଆତ୍ମ ତୃପ୍ତି

ଭାଗ ବାଣ୍ଟିବାର ଉଦାରତା

ସବୁ ଏଠି ମିଳେ

ଖାଲି ହୃଦୟକୁ

ଆକାଶ ପରି ବିଶାଳ କଲେ

ଧୈର୍ଯ୍ୟକୁ ମେରି ଖୁଣ୍ଟ ପରି ପୋତିଦେଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational