STORYMIRROR

Sujata Routray

Inspirational

2  

Sujata Routray

Inspirational

ପ୍ରେରଣାଦାତ୍ରୀ

ପ୍ରେରଣାଦାତ୍ରୀ

1 min
232

ପ୍ରେରଣାଦାତ୍ରୀ ମୁଁ ମୋ ସ୍ବାମୀଙ୍କର

ପ୍ରେରଣାଦାତ୍ରୀ ମୋ ପିଲାଙ୍କର


ନିଜେ କଷ୍ଟ ସହି ଆଲୋକ ଦେଖାଏ

ମନରେ ଦୁଃଖ ବା ଗ୍ଲାନୀ ନଥାଏ


ଆନନ୍ଦରେ ମନ ଭରିଯାଏ ନିତି

ଦେଖି ସେମାନଙ୍କର ଉନ୍ନତି


ଯାହା ବି ବାଧା ବିଘ୍ନ ଆସେ

ଆଗେ ମୁଁ କରେ ସେସବୁର ସାମନା


ବିଭୁପାଦତଳେ ମନାସେ ମଙ୍ଗଳ

ଜୟଲାଭ କରନ୍ତୁ ଚିରକାଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational