STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ପ୍ରେମର ରଙ୍ଗରେ ବୋଳି ହେଲି

ପ୍ରେମର ରଙ୍ଗରେ ବୋଳି ହେଲି

1 min
116

ବାଘନିସ ହନାଲା ସାତୋଟି ଥିଲା ରଙ୍ଗ

ଯୋଡି ହୋଇଗଲା ତା ସାଥେ ପ୍ରେମ ରଙ୍ଗ


ପିନ୍ଧିବାରେ ଫୁଲରେ ଭଲ ଲାଗୁଥିଲା ଗୋଲାପୀ

ପ୍ରେମରଙ୍ଗ ଆସିଲା ଯେବେଠୁ କହିଲି ପାଟି ଚୁପି


ରଙ୍ଗରେ ରଙ୍ଗ ସେ ଏମିତି ରଙ୍ଗ ଛାଡୁନାହିଁ ଦେହରୂ

କେମିତି ମୁଁ ଭଲ ପାଇବି ଜଣକୁ ସାତରଙ୍ଗରୁ


ପ୍ରେମର ରଙ୍ଗରେ ବୋଳି ହେଲି ମୁଁ ଯେଉଁ ଦିନରୁ

ବାପା ବୋଉ ସ୍ନେହ ପୀରତି ପୋଛିଦେଲିଣି ମନରୁ


ଏମିତି ରଙ୍ଗରେ ବୋଳି ହେବା ଆଗରୁ ହୁଅ ହେ ସତର୍କ

ନୋହିଲେ ବୟସ ଆଗରୁ ମିଳିବ ସବୁଥିରେ ଶୂନ ମାର୍କ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract