STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ପ୍ରେମର ମିଠା

ପ୍ରେମର ମିଠା

1 min
139


ପ୍ରେମ କରିଛି ଯିଏ 

     ପ୍ରେମ ମିଠା କୁ ପାଇଛି ସିଏ

ପ୍ରେମ ସହଜେ ମିଳେ ନାହିଁ l

     ପ୍ରେମ ବିନା କିଛି ମାନେ ନାହିଁ

ପ୍ରେମ କରାଯାଏ ନାହିଁ l

      ପ୍ରେମ ଆପେ ହୋଇ ଯାଏ

ପ୍ରେମ ହୁଏ ବଞ୍ଚିବା ପାଇଁ l

    ପ୍ରେମ କୁହେ ତ୍ୟାଗ କର ଭାଇ

ପ୍ରେମ ରେ ମିଳନ ର ସୁଖ ମିଳେ l

    ବିଛେଦ ରେ ଝୁରି ଲୁହ ଢାଳେ

ପ୍ରେମର ଭାବନା ରେ ହଜି ଯିବା l

    ପ୍ରେମ ରେ ସ୍ୱପ୍ନ ଟିକେ ଦେଖିବା

ପ୍ରେମ ହୁଏ କିଛି ପାଇବା ପାଇଁ

  ପ୍ରେମ ହୁଏ ମିଠା ସ୍ମୃତି ରଖିବାପାଇଁ l




Rate this content
Log in

Similar oriya poem from Fantasy