STORYMIRROR

Ankit sahoo

Romance Classics Others

3  

Ankit sahoo

Romance Classics Others

ପ୍ରେମର ହଉଛି ଜୟ

ପ୍ରେମର ହଉଛି ଜୟ

1 min
164

ପ୍ରେମର ହଉଛି ଜୟ ତୋ ପରି ପୁଅ, ଅଛନ୍ତି ବୋଲି ତ, ପ୍ରେମର ହଉଛି ଜୟ ତୋ ପାଦ ତଳେ ଜାଗା ମାଗି ଥୁଲି, ମୁଁ ଛାତିରେ ଦେଲ ଆଶ୍ରୟ ତୋ ପରି ଝିଅ, ଅଛନ୍ତି ବୋଲି ତ, ପ୍ରେମର ହଉଛି ଜୟ ତୋ ହାତ ଟିକେ ତତେ ମାଗି ଥୁଲି, ତୁ ଦେଇ ଦେଲୁ ତୋ ହୃଦୟ ଖୋଜିବା ଆଗରୁ ତୋ, ମୋ ପାଖେ ଆସି ଯାଉ କଣ୍ଟା କାଢି ବାଟ ସାରା, ଫୁଲ ତୁ ବୁଣି ଦଉ ସପନ ନ ଆସୁଣୁ, ତୁ ଆସି ଦିଶିଯାଉ ପ୍ରେମ ଦୀପ ଜାଳିଦେଇ, ଖୁସି ଦେଇ ଚାଲିଯାଉ ମୁହୂର୍ଭ ଟେ ତତେ ମାଗିଥିଲି, ଦେଲୁ ତ ସବୁ ସମୟ ତୋ ପାଦ ପଡିଗଲା, ବଦଳିଲା ମୋ ଭାଗ୍ୟ ଧୀରେ ଧୀରେ ତୋ ପାଇଁ, ହେଇଗଲି କିଛି ଯୋଗ୍ୟ କଞ୍ଚା ମାଟି ଦେହରେ ମୋ, ବୋଳିଦେଲୁ କି ରଙ୍ଗ ସେଇ ରଙ୍ଗ ଆଣି ଦେଲା, ଏଇ ଆମ ସଂଯୋଗ ତୋ ସାହରେ ଟେ କି ମୁ ମାଗିଥିଲି, ତୁ ହେଲୁ ମୋର ପରିଚୟ


Rate this content
Log in

Similar oriya poem from Romance