STORYMIRROR

Ankit sahoo

Abstract Romance Thriller

3  

Ankit sahoo

Abstract Romance Thriller

ପ୍ରେମିକା ପୋଷାକ ପିନ୍ଧି

ପ୍ରେମିକା ପୋଷାକ ପିନ୍ଧି

1 min
16

"ପ୍ରେମିକା ପୋଷାକ ପିନ୍ଧି

ପାର୍କରେ ପହଞ୍ଚିଲା,

ପ୍ରେମିକ ପାନ ପଟି ପାଟିରେ

ପକେଇ ପଚାରିଲା।

ପ୍ରିୟତମା ପ୍ରତୀକ୍ଷାରେ

ପାଗଳ ପ୍ରାଣ ପୋଡ଼େ,

ପୋଲିସ ପହଞ୍ଚି ପଡ଼ିଲା

ପ୍ରେମିକ ପଳାଇ ଦଉଡ଼େ!

ପାର୍କରୁ ପଳାଇଲା ବେଳେ

ପାନ ପଡ଼ିଲା ଖସି,

ପ୍ରେମିକାର ପ୍ରେମ ପାଇଁ

ପଡ଼ିଲା ପୋଲିସ ଫ।ଶୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract