STORYMIRROR

Ankit sahoo

Abstract Children Stories Others

4  

Ankit sahoo

Abstract Children Stories Others

ଗଛ ଦେବତା

ଗଛ ଦେବତା

1 min
3

ଗଛ ଦେବତା ହେ ଗଛ ଦେବତା

ରଖ ପରିବେଶ ନୀଳମଲ 

ଅମ୍ଲଜାନ,ଛାଇ,କାଠ ଓ ଜାଳେଣି

ଦିଅ ତୁମେ ଫୁଲ ଫଳ ।

               

ଅଙ୍ଗାରକାମ୍ଲ ନେଇ ନିଶ୍ୱାସରେ ତୁମେ

ଅମ୍ଲଜାନ ଦିଅ ଆମକୁ

ମୃତ୍ତିକା ସଂରଯଣ କରି ତୁମେ

ଭରସା ହୁଅ ଚାଷୀକୁ ।

                 

ତାପ ନିୟନ୍ତ୍ରଣେ ବିନିଯୋଗ ହୋଇ

ବରଷା କରାଅ ତୁମେ

ତୁମ ଉପକାରେ ଉପକୃତ ହୋଇ

ବଞ୍ଚି ରହିଅଛୁ ଆମେ ।

               

ଆସ ସମସ୍ତେ ଏକାଠି ହେବା

ଗଛ ଦେବତାଙ୍କ ସେବା କରିବା

ଗୋଟିଏ ଗୋଟିଏ ଗଛ ଲଗାଇ

କାଲି ପାଇଁ ଆଜି ସତର୍କ ହେବା ।

            


Rate this content
Log in

Similar oriya poem from Abstract