Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debendra Mishra

Romance

3  

Debendra Mishra

Romance

ପ୍ରେମ

ପ୍ରେମ

1 min
129


ପ୍ରେମର ଆଲୋକ ପ୍ରେମ ଦିବାଲୋକ

  ପ୍ରେମ ପ୍ରତାରଣା ସୁଅ

ପ୍ରେମର ପ୍ରଣୟ ସମୟ ନିର୍ଣ୍ଣୟ

  ଆନନ୍ଦର ଅଶ୍ରୁ ନିଅ ।


କାଉ ଓ କୋଇଲି ବିନାଶ ତା ଶିରି

   ବିକଟାଳ ଉପହାସ

ଦିବସ୍ଵପ୍ନେ କିବା ହେଉଛ ଅଧିର

  ମେଣ୍ଟାଇଲା ନାହିଁ ଶୋଷ ।


ନିର୍ଝର ନଝରି ଦୁଃଖ ପ୍ରାଣେଶ୍ୱରି

   ମନେ ସଦା ତାର ସଙ୍କା

ବଚନେ ଓ ପ୍ରାଣେ ରହିଛି ମଉନେ

  ଦେଲାଟି ତ ମନେ ଦକା ।


ମନ ପlରlବlରେ ଜୀବନ ବ୍ୟାପାରେ

   କେତେଯେ ଜୁଆର ଭଟ୍ଟା

ପୂର୍ଣ୍ଣିମାର ଚାନ୍ଦ ଯୋଗାଇ ପୂଳକ

  ମନେ ଜlଗେ ଖଟା ମିଠା ।


Rate this content
Log in

Similar oriya poem from Romance