STORYMIRROR

Liza Senapati

Abstract

3  

Liza Senapati

Abstract

ପ୍ରେମ

ପ୍ରେମ

1 min
206

ପ୍ରେମ ମୁଁ ଦେଖିନଥିବା ,

ନଈ ଟିଏ।

ମୁଁ ଭାବିନଥିବା ସ୍ୱପ୍ନ ଟିଏ।

ମୋ କଳ୍ପନା ଠୁ ଊର୍ଦ୍ଧ୍ୱରେ 

ଏକ ସମ୍ପର୍କଟିଏ।

କିଏ କହେ ମରିଚିକା,

କିଏ କହେ ସ୍ୱର୍ଗ,

ହେଲେ ମୋ ପାଇଁ ପ୍ରେମ ,

ଜୀବନର ସବୁଠୁ ବଡ ମାୟାଜାଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract