STORYMIRROR

Silva Rani

Romance Tragedy

2  

Silva Rani

Romance Tragedy

ପ୍ରେମ

ପ୍ରେମ

1 min
36

ମାଗି ନଥିଲି ମୁଁ ସୁନାର ହରିଣୀ

ଡେଇଁ ନଥିଲି ମୁଁ ଲକ୍ଷ୍ମଣ ରେଖା ,,


ରାଧା ପରି ମୁଁ ଯେ ପ୍ରେମିକାଟେ ଥିଲି

କାହ୍ନୁ ଦେଇଗଲା ପହିଲି ଧୋକା,,


କାନ୍ଦୁଛି ବସି ମୁଁ ଏକା

ବିରହିଣୀ ମୁଁ ଯେ

ବିରହେ ଲେଖୁଛି କାହ୍ନୁକୁ କରି ଅପେକ୍ଷା ll


Rate this content
Log in

Similar oriya poem from Romance