STORYMIRROR

Subrat Kumarpradhan

Romance

3  

Subrat Kumarpradhan

Romance

ପ୍ରେମ

ପ୍ରେମ

1 min
125


ତମେ ସିନା ଦିଅ ମୋତେ

         ଅଦୃଶ୍ୟ ଆଘାତ

ଭୁଲିବାକୁ ଚାହିଁ ଭୁଲି

          ପାରେନା ଅତୀତ ।


ତମ ପାଇଁ ମୋ ହୃଦୟ

       ଦିନେ ଥିଲା ମଧୁଶାଳା

ଆଜି ମୋ ହୃଦୟ ଗୋଟେ

       ଭଙ୍ଗା ପାନ୍ଥଶାଳା ।


ମିଛରେ ଶୁଣେଇ ମୋତେ

        ବାହା ସାହାନାଇ

ଅଲଗା କରିଛ ତମେ

      ମୋ ଠାରୁ ମୋ ଛାଇ ।


ହେଲେ ଲୋଡା ତମେ ମୋର

          ଜନମ ଜନମ

ସମ୍ପର୍କ ଅନ୍ୟ ନାମ

      ସତେ କଣ ପ୍ରେମ ।।


  

     

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance