ପ୍ରେମ
ପ୍ରେମ
ପ୍ରେମ ଏକ ଅନୁଭବ ଅନ୍ତର୍ଦାହ ଅନୁଭୂତି
ପ୍ରେମ ଏକ ଶାଶ୍ୱତ ଚିରଇପ୍ସିତ କଥାଗୀତି
ପ୍ରେମ କେବେ ସହିଯାଏ ପ୍ରତାରଣା ଅଭିବ୍ୟକ୍ତି
ପ୍ରେମରେ ନଥାଏ ବାଧା ବନ୍ଧନ ଦ୍ବୀରୁକ୍ତି
ପ୍ରେମ ବି ବଢାଏ ଭକ୍ତି ଦିଏ ପ୍ରତିଶ୍ରୁତି
ପ୍ରେମ ଏକ ସ୍ଵକୀୟ ସ୍ୱରାଜ ଶକ୍ତି
ପ୍ରେମ ପାଇଁ ପ୍ରାଣବଳି ଦେଇଛନ୍ତି ଅଛି ଜନଶ୍ରୁତି
କହ୍ନେଇଙ୍କ ପ୍ରେମ କଣ ନୁହେଁ ଦେହ ଓ ଦାହ ଉର୍ଦ୍ଧରେ ଅତି
ପ୍ରେମ ଯଦି ହୁଅନ୍ତା ବିଶ୍ବପ୍ରୀତି
ସମାଜରେ ଶାନ୍ତି ପ୍ରୀତି ମୈତ୍ରୀର ପ୍ରଭାବ ବୋଧେ
ପ୍ରେମ ଶକ୍ତି, ଯହିଁରେ ବିଶ୍ୱ ଜାଗୃତି ।।