STORYMIRROR

Susil Pani

Romance

3  

Susil Pani

Romance

ପ୍ରେମ

ପ୍ରେମ

1 min
236


ପ୍ରେମ ଏକ ଅମାନିଆ ଅଙ୍କର ମିଶାଣ ।

  ଦୁଈଟି ନିଷକପଟ ହୃଦୟର ପଡଇ ବନ୍ଧନ ।।

ଦୁଈଟି ସରଳ ମନର ଯେବେ ପଡିଯାଏ ଗଣ୍ଠି ।

   ଭାବ ବିନିମୟ ହୁଏ ଆଖିର ସାଥିରେ ଆଖିଟି ।।

ପ୍ରେମ ବୁଝେ ନାହିଁ ଭଲ ମନ୍ଧ ଜାତି ବା ଅଜାତି ।

  ମନ ଆଉ ହୃଦୟର ମିଳନରେ ସଂଜୋଗ ଘଟେଟି ।।

ପ୍ରେମ ଏକ ନିଆରା ଅନୁଭୂତି ।

      ଦୁଇଟି ନିଷ୍ପାପ ବିପରୀତ ଜାତିର ।।

ବିଶ୍ୱାସ ଅନୁଭବ ଅନୁଭୂତି ବଳେ ।

      ପ୍ରେମ ହୁଏ ଶାଶ୍ୱତ ଅଜର ଅମର ।।

ପ୍ରେମ ପାଇଁ ଏ ଜଗତେ କେତେଯେ ଘଟଣା ଘଟେ ।

ପ୍ରେମର ଶେଷ ପରିଣତି କେବ ବିବାହରେେ ମେଣ୍ଟେ

ଅବା ଧୋକାରେ ବିଭାଜନ ଘଟେ ।।

ସ୍ମେହଁ ସ୍ରର୍ଧା ଭଲ ପାଇବାଟା ନୁହେଁ ଖେଳଘର ।

  ଆଜି ପ୍ରେମକରି କାଲି ଭୂଲିଜିବା ଅଟେ ସ୍ବାର୍ଥପର ।।

ଶାଶ୍ୱତ ପ୍ରେମରେ ନଥାଏ ଭୁଲ ବୁଝାମଣା ।

ପ୍ରେମ ଏକ ଚିରନ୍ତନ ସତ୍ୟ ନୁହେଁ ପ୍ରତାରଣା ।।



Rate this content
Log in

Similar oriya poem from Romance