STORYMIRROR

PURNA CHANDRA PANDA Purna

Inspirational

3  

PURNA CHANDRA PANDA Purna

Inspirational

ପ୍ରେମ ଶାଶ୍ୱତ

ପ୍ରେମ ଶାଶ୍ୱତ

1 min
124


ପ୍ରେମ ଏକ ଅନୁଭଵ ସ୍ୱଚ୍ଛ ଓ ଶାଶ୍ୱତ୍ୱ

ପ୍ରେମ ଏକ ଶିହରଣ ପବିତ୍ର ଅମୃତ l

କେବେ କେବେ ମାତୃ ଜଠ ପ୍ରେମ ସତ୍ୟ ମଣେ

କେବେ ଜାୟା, କାମିନୀ କାଞ୍ଚନ ପ୍ରମାଣେ l

ପ୍ରେମ ଚିରନ୍ତନ ସତ୍ୟ ପ୍ରେମ କାରୁଣିକ

ଉଦୟ ରବି କିରଣେ ପ୍ରେମ ଉଦ୍ଭାସିତ ll

ଅବ୍ୟକ୍ତ ଚେତନା ପ୍ରେମ ଅଜଣା ଦୋଳି ସାକ୍ଷାତ,

ପ୍ରେମର ପ୍ରତୀକ ପୁଣି ମୋ ବିଶ୍ୱ ଭାତୃତ୍ୱ ll

ପ୍ରେମ ଆଣେ ବର୍ଷା ଛିଟା ବସନ୍ତ ମଳୟ,

ଅଭିର ଅଭିନନ୍ଦନ ଦୋଳ ଦୋଳି ମୟ ll

ମେଳଣ ମେଳରେ ରାଧା କୃଷ୍ଣ ଭକ୍ତି ପ୍ରେମ

ଦେଖ ପକ୍ଷୀ ବୃକ୍ଷ ଡାଳେ ପ୍ରେମ ପତ୍ର ସମ ll

ଆଜି ନିରଳସ କ୍ଷଣ ଅସ୍ୱାଦ ସତ୍ୟର

ପ୍ରେମ ଅମୃତ ଅନନ୍ତ ମାନବ ବlଦର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational