STORYMIRROR

Sukanti Hotta

Fantasy

3  

Sukanti Hotta

Fantasy

ପ୍ରେମ ପତର

ପ୍ରେମ ପତର

1 min
283

ତନୁ ପାତଳୀ କନକ ଗୋରିକୁ

ସ୍ବପ୍ନରେ ଦେଲି ଦେଖି

ମନ ନଇଁର ନାବରେ ବସି

ପ୍ରେମ ପତର ଲେଖି

କୁରୁଳି କୁରୁଳି ହସି

ପାଖକୁ ଗଲି ଲେସି

ଗୋରା ହାତରେ ମୋର ଗାଲରେ

ଶକ୍ତ ଚାପୁଡ଼ା ଦେଲା

ଗାଲକୁ ମୋର ଆଉଁସୁଆଉଁସୁ

ସ୍ବପ୍ନ ଭାଙ୍ଗିଗଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy