Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Romance Fantasy Thriller

4  

Sunanda Mohanty

Romance Fantasy Thriller

ପ୍ରେମ ପାଇଁ

ପ୍ରେମ ପାଇଁ

1 min
222


ପ୍ରେମ ପାଇଁ ପ୍ରାଣ କାନ୍ଦେ କାହାର 

ପ୍ରେମ ପାଇଁ ହୃଦେ କାନ୍ଦେ ସତ୍ୱର ।


ପ୍ରେମ ପରଶରେ ଲାଗେ ଦୁନିଆଁ ନିଆରା 

ପ୍ରେମ ପାଇଁ ମନ ଦୃଦୟ ଜୁଆରା ।


ପ୍ରେମ ସତ୍ୟ ଶିବ ସୁନ୍ଦର 

ପ୍ରେମ ପାଇଁ ଦୁନିଆଁରେ ଯେତେ ସବୁ ହୁନ୍ଦର ।


ପ୍ରେମ ସେତ ସ୍ବର୍ଗୀୟ ଚିରନ୍ତନ 

ପ୍ରେମରେ ମିଳେ ଶାନ୍ତି କର୍ମର ଆହ୍ୱାନ ।


ପ୍ରେମ ମୋତି ମାଣିକ ରତ୍ନ ପଥର 

ପ୍ରେମ ଏକ ନିଶ୍ୱାସ ବିଶ୍ୱାସର ।


ପ୍ରେମ ଚାହେଁ ନାହିଁ ପାର୍ଥିବ ପଦାର୍ଥ 

ପ୍ରେମରେ ବଶ ସାରା ଜଗତ ପୁଣି ପରମାର୍ଥ ।


ପ୍ରେମ ବୁଝେ ନାହିଁ ଜାତି ଗୋତ୍ର ଠିକଣା 

ପ୍ରେମ ପାଇଁ ହୁଏ ଯିଏ ବାଟବଣା ହରାଇ ଠିକଣା ।


ପ୍ରେମ ମାଗେ ନାହିଁ ପରିଚୟ କାହାର 

ପ୍ରେମ ସତ୍ୟ ସୁନ୍ଦର ନିରନ୍ତର ।


ପ୍ରେମ ଲୋଡ଼େ ନାହିଁ ଧନ ଜନ ଦୌଲତ 

ପ୍ରେମର ସଂଜ୍ଞା ନୁହେଁ ଖୋସାମତ ।


ପ୍ରେମ ଅମୃତ ମଣୋହୀ ଅଟେ ସ୍ୱର୍ଗର 

ପ୍ରେମ କାଇଁଚମାଳି ପରା ଏ ଧାରାର ।


Rate this content
Log in

Similar oriya poem from Romance