Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Spandan kumar Parida

Romance Tragedy

3.0  

Spandan kumar Parida

Romance Tragedy

ପ୍ରେମ ଝଲକ

ପ୍ରେମ ଝଲକ

1 min
3.2K


କଲମ ଧରିକି ତ ବସିଥିଲି ଦିନେ,

ଚିଠି ଲେଖିବା ଆଳରେ,

ଲେଖିବି ଲେଖିବି ହେଉଥିଲି ସତ,

ଲେଖି ପାରିଲି ନାହିଁ ରାତିରେ,

ସ୍ୟାହି ଶେଷ ଥିଲା ମୋ କଲମ ମୁନରେ।


ଲେଖିବା ର ଇଚ୍ଛା ମତେ ବାଧ୍ୟ କଲା


ଲେଖିବା ପାଇଁ ସେହି କଲମ ମୁନରେ,

ସ୍ୟାହି ବଦଳରେ ଲୁହ ଭରିଦେଇ,

ଲେଖିଦେଲି ଭଙ୍ଗା ହୃଦୟ ର ବ୍ୟଥା,

ଯନ୍ତ୍ରଣା ଭରା ସେ ରାତିର ଚିଠି କୁ ନ ଅନେଇ ଥରେ,

ହସି ହସି ପ୍ରିୟା ଚିରିଦେଲ ଚିଠି,

କୁହ କଣ ଭୁଲ ଥିଲା ମୋର।

ଚିଠି ଚିରିଲାନି ହୃଦୟ ଚିରିଲା ମୋର,

ଆଗରୁ କହିଥିଲେ ନିଜେ ଚିରିଥାନ୍ତି,

ପ୍ରେମୀ ହୃଦୟକୁ ମୋର।

ଦେଖିଥାନ୍ତ ପ୍ରିୟା ହୃଦୟ ଭିତରେ 

ତୁମେ ହିଁ ତ ରହିଥିଲ।


Rate this content
Log in

Similar oriya poem from Romance