Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Romance Classics Fantasy

3  

Gangotri Priyadarshini

Romance Classics Fantasy

ପ୍ରେମ ଗୀତି

ପ୍ରେମ ଗୀତି

1 min
147


ଏଇ ମୋ ଛୋଟ ପ୍ରେମ ଗୀତି

ଶୁଣ କାନ ଡେରି ଥରେ ସାଥୀ ।


ମୋ ହୃଦୟରେ ଲୁଚେଇଛି ପ୍ରୀତି 

ସରି ସରି ଆଶେ ଅପେକ୍ଷାର ରାତି ।


ତୁମ ପରଶ ରେ ଦୂର ହେବ ଭିତି

ପ୍ରେମ ସୁଧାନିଧି ସାଇତା ସମ୍ପତ୍ତି ।


ତୁମ ପାଇଁ ଭାବନା ମୋ ଅସରନ୍ତି

ତୁମ ଉପସ୍ଥିତି ଆଣିଦେବ ଶାନ୍ତି ।


ତୁମେ ମୋ ଦେବତା ପ୍ରେମ ପ୍ରତିମୂର୍ତ୍ତି

ପ୍ରେମ ଆମ ଏ ଅମର କିମ୍ବଦନ୍ତୀ ।


ମୋ ପରମ ପୁରୁଷ ପାଇଁ ଅନୁରକ୍ତି

ଶେଷ ଯାଏ ସାଇତା ମୋର ଆଦ୍ୟଉକ୍ତି ।



Rate this content
Log in