STORYMIRROR

Prasanna kumar sahu

Romance

3  

Prasanna kumar sahu

Romance

ପ୍ରେମ ବଗିଚା ରେ ମାଳି

ପ୍ରେମ ବଗିଚା ରେ ମାଳି

1 min
191


ଚଲା ପଥେ ଯାର

ପଦ୍ମ ଫୁଟୁ ଥିଲା 

 କୁସୁମିତ ହୋଇ ପଥ,

କଥା ରେ ଯାହାର

ମଧୁ ଝରୁ ଥିଲା

ମଧୁ ମୟ ଥିଲା ଓଠ,

ସେଠି ଥିଲି ମୁହିଁ

ମାଳି ଟିଏ ହୋଇ

କରି ଯତନ ତାହାରେ,

ଝଡି ପଡ଼ିଲାଣି

ବହୁ ଦିନୁ ଫୁଲ

ଯତନ ନେବି ମୁଁ କାହାରେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance