Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hemabanta Pradhan

Inspirational Others

4.0  

Hemabanta Pradhan

Inspirational Others

ପ୍ରେମ୍ ଆଉ ମୋହ

ପ୍ରେମ୍ ଆଉ ମୋହ

1 min
235


ପ୍ରେମ୍ ଟା ଆଏ ଯାହାକେ ଭଲ୍ ଲାଗ୍ସି ତାର୍ ଭଲ୍ ଚାହେଁବାର୍ଟା           

ହେଲେଁ ମନ୍ ଟା ନାଇଁ ବୁଝିପାରେ ଗୁନ୍ଲେଇହେସି ମନ୍ ଟା |                   

ହେଲେଁ ପ୍ରେମ୍ ବି ଦର୍କାର୍ ମୋହ ବି ଦର୍କାର୍                   

ଜୀବନ୍ ଜିଇଁବାର୍ ଲାଗିଁ ଦୁହିଟା ଏକା ଦର୍କାର୍

|                                

ଏକା ସମିୟା ଦେଖିକରିଁ ଦୁହି ଟା ବେଲେନ୍ସ୍ କର୍ବାର୍ ଦର୍କାର୍            

ନାଇଁହେଲେଁ ଦୁହିଟାର୍ ମୂଲ୍ ବେକାର୍ |       

ପ୍ରେମ୍ କର୍ କି ମୋହରେ ବାନ୍ହି ହ ଏକା ସତର୍କ ରଖି କରିଁ କର୍              

ନିଜର୍ ପରିବାର୍ ଭିତ୍ରେଁ କାହାକେ ହେଇଥିଲେଁ ସତର୍କ ରହିକରିଁ କର୍ |        

ନାଇଁହେଲେଁ ତାର୍ ସାଙ୍ଗେ ତତେ ହେବାର୍ ରହିଛେ ଏକା ଡର୍            

ତାହା ବଲିଁ ତାହାକେ ନାଇଁକର୍ ଛି ଛାକର୍ |                          

ବୁଢ଼ା କି ବୁଢୀ ହେଇଥିଲେଁ ଭାବ୍ ଟିକେ ଯେନୁ ରହିଛୁ ସେତାର୍ ଲାଗିଁ ରହିଛୁ ତୁଇଁ ଆଉ ତୋର୍ ବର୍             

ଯଦି ଯୁଆନ୍ ଲୁକ୍କୁଁ ହେଇଛେ ନାଇଁ ଭାବ୍  କିଛି ନାଇଁନ ଡର୍ |                  

ଛୁଆ ପୁତା ହେଉନ୍ କି ଯୁଆନ୍ ଯବାନ୍ କି ହେଉନ୍ ବୁଢ଼ା ବୁଢ଼ି               

ଛି ଛାକର୍ ନାଇଁ କର୍ ନାଇଁ ଡର୍ ସମ୍କିରର୍ ନେ ଯତନ୍ ସଚେତନ୍ ହେଇକରିଁ କର୍ ନାଇଁହେଲେଁ ତମର୍ ପରିବାର୍ କେ ଆସ୍ବା ମାଡ଼ି |            

ଭିଡ଼୍ ଲାଗିଁ ବନ୍ହୁ ବାନ୍ହବ୍ ର ଘର୍ କେ ଯିବାର୍ କେ ନାଇଁ କର୍ବାର୍ ମନା          

ଯେନ୍ କେ ଯିବ ସତର୍କ ହେଇ ରହେବ ଯେନ୍ତା ତମ୍କୁ କି ଆଉ କାହାକେ ନାଇଁ ହେବା କରୋନା |                    

ମୋହ ବି ଥାଉ ପ୍ରେମ୍ ବି ଥାଉ            

ଦୁନିଆଟା କରୋନା ନୁ ମୁକ୍ତି ପାଉ          

ଇ ଭାବ୍ ପ୍ରେମ୍ ମୋହ ଲାଗିଁ କରୋନା ନାଇଁ ବଢ଼ିଯାଉ                    

ସେ ଦିନ୍ ଫେର୍ ଫିରିଆସୁ ଆମେ ଜିତିଯାଉଁ କରୋନା ହାରିଯାଉ |


Rate this content
Log in