STORYMIRROR

Ajita Mishra

Action

3  

Ajita Mishra

Action

ପ୍ରବାସୀ

ପ୍ରବାସୀ

1 min
205


ଆଜି ଅପେକ୍ଷାରେ......

ବସ୍ ଓ ଟ୍ରେନ୍ ର

ଶୁନ୍ୟ ହସ୍ତ 

ଶେଥା ଆଖିରେ

ଚାଲିବାକୁ ଅଛି

ଅନେକ ବାଟ

ଦୂର୍ବଳ ପାଦ 

ଚୁପ୍ ରହି ବସି ଯିବନି

ସହିଯିବ ସିଏ

ସୂର୍ଯ୍ୟଙ୍କ କିରଣ

ଉଛୁଳା ପାଣି ପବନ

ହୀନମାନ ହେବକାଳେ

ରହିଥିଲେ ସୀମାନ୍ତରେ

ଦୂର ବିଦେଶର

ତେଣୁ ସେ ଆଜି ଅପେକ୍ଷାରେ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action