STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

ପର ପ୍ରିତି ଭାରି କ୍ଷତି

ପର ପ୍ରିତି ଭାରି କ୍ଷତି

1 min
13.7K


ସୁବ୍ରତା ମହାନ୍ତି

ବାଲେଶ୍ବର ।


ମାଗି ଅଣା ତୁଣ ସଡକେ

ଜୀବନର ଅନ୍ତଯାଏ ପ୍ରେମ

ଗୋଟିଏ ମନ ନେଇ ମହକେ ।।

ନର ହେଉ ଅବା

ନାରୀ ଜୀବନ ସଂକଳ୍ପ

ଏକ ମନକୁ ପ୍ରାଣ ଦେଇ ଭଲ

ପାଇବାର ନାହିଁ ଯେ ବିକଳ୍ପ ।।

ପରକିୟା ପ୍ରିୟା ପ୍ରିତି

ଜୀବନରେ ଅଧୋଗତି

ସ୍ଥିର ମନରେ ମିଳେ

ଯେ ଆତ୍ମା ତୃପ୍ତି

ଭାରତୀୟ ଆମେ ସଂସ୍କାରର ଦେଶ

ଉଦାହରଣ ଆମେ ସର୍ବଦେଶେ ପରିପ୍ରକାଶ ।।

ପାଶ୍ଚାତ୍ଯ ସଭ୍ୟତା ସଦାମସ୍ତକ ନତ

ଆମ ଦେଶ ଆମ ସଂସ୍କାର

ପୃଥିବୀରେ ସଦା କାଳଜୟୀ

ସଦା ତାର ମସ୍ତକ ଉଚ୍ଚ

ଉଚ୍ଚତମ ନ୍ୟାୟାଳୟ ଆଦେଶରେ ବିଦ୍ୟ ରହସ୍ଯ

ଜନସାଧାରଣ ବୁଝିବାରେ ତାହାର

ମହତ୍ବ ।।

ସ୍ବାଧୀନତା ପାଇ କଣ , ଆମେ କରିବା ଐତିହ୍ୟ,ଗୌରବ ର ନାଶ

ଭାରତୀୟ ହୋଇ ରଖିବା ଯଶ

ସ୍ବର୍ଣ୍ଣିମ ଅଧ୍ୟାୟରେ ଗଢିବା ଆମ ଦେଶ ।।


Rate this content
Log in

Similar oriya poem from Inspirational