STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ପୋଡଶୀ

ପୋଡଶୀ

1 min
398


ପ୍ରବାଦ କହେ ପଡିଶା ଘର

କଳି ନଳୀ ଗଣ୍ଠିର ଘା

କରି ଦେଲେ ତାଙ୍କ ସହ

କଳି ଦିନଟା ଯାଏ ମଉଳି

ଦିନ ସାରା ଚାଲେ କିଟ କିଟ

ଇଚ୍ଛା ହୁଏନା କରିବାକୁ କାମ

ବୁଦ୍ଧି ହୋଇ ଯାଏ ବାମ

ବାନ୍ଧି ରଖିଲେ ସମ୍ପର୍କ ର

ଡୋର ରାତି ଅଧେ ଆସି

   ହାତ ବଢ଼ାଇ

କରି ଦିଅନ୍ତି ସଵୁ କାମ

    ତାପରେ ବନ୍ଧୁ ବାନ୍ଧବ

  ଆସି ପହଞ୍ଚନ୍ତି ସରିଗଲା

    ପରେ କାମ

ପଡୋଶୀ ଅଟନ୍ତି   

   ସଖା ସହୋଦର

 ବିପଦରେ ପରମେଶ୍ବର

ସାକ୍ଷାତ ବିପଦର

   ଭଗବାନ ସମାନ

ସମ୍ପର୍କରେ ମିଳିମିଶି ରହିବା

   ତାଙ୍କରି ସହ

କହିବା ସଦା ମଧୁର ବଚନ

ପୋଡଶୀ ଙ୍କ ତିଅଣ

   ଭାରି ମିଠା ଲାଗେ

ନଥାଉ ପଛେ ସେଥିରେ ଲୁଣ

ଅଟନ୍ତି ସେମାନେ ବିପଦ

  ଆପଦର ବନ୍ଧୁ

ମିଳିମିଶି କରୁଥିବା ସଦା କାମ

ସେହ୍ନ ମମତାର ଡୋର

ହୋଇ ଵନି ଆଉ ଛିନ୍ନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational