STORYMIRROR

Sandhya Rani Panigrahy

Inspirational

2  

Sandhya Rani Panigrahy

Inspirational

ପଲାଶଫୁଲ ଓ ମହକ

ପଲାଶଫୁଲ ଓ ମହକ

1 min
13.2K


ପଲାଶ ବନେ

ନିଶୀ ବିଜନେ

ଅପରୂପା ବାସନା ବିହୁନରେ

ଅଭିଶପ୍ତା ବଲ୍ଲରୀ କାବ୍ୟରେ

ପ୍ରେମ ପାଇଁ ବ୍ୟାକୁଳତା

ମଧୁରିମା ତୁ ରକ୍ତ ରଞ୍ଜିତା

ତୋ ବାସନା ଆକଳନରେ

ମୋ ଚେତନାର ବାହାରେ

ବସନ୍ତର ନାୟିକା ତୁ ଜୀବନରେ

କୁହୁକ ଭରା ଆଖିରେ ସଜାଉ

କିଛି ସପନରେ

କୋଇଲିର କୁହୁ କୁହୁ ତାନରେ

ହୃଦୟର ସ୍ପନ୍ଦନରେ


Rate this content
Log in

Similar oriya poem from Inspirational