STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ପକ୍ଷୀ ଓ ଜହ୍ନ

ପକ୍ଷୀ ଓ ଜହ୍ନ

1 min
12K

ସମେସ୍ତେ ଜହ୍ନ ପଛରେ, ହେଲେ ଜହ୍ନ କଣ କେବେ କାହାର ହୁଏ.

ଏଵେ ମୁଁ ଶୁଣୁଛି ନୀଳ ଆକାଶର ପକ୍ଷୀଟାକୁ କାଳେ ଜହ୍ନ ଭଲପାଏ.

କାରଣ ଖୋଜୁଛି ସେଇଦିନୁ ଆଜି ପାଇଗଲି ଯେବେ ଖୁସି ମୁଁ ହୁଏ.

ପକ୍ଷୀ ଆଉ ଜହ୍ନ ନୁହନ୍ତି ଅଭିର୍ଣ୍ଣ, ଦୁହିଁଙ୍କୁ ଧରିବା ସହଜ ନୁହେଁ.

ହେଲେ ଯେତେବେଳେ ପକ୍ଷୀ ଧରାଦେଲା, ମୁରୁକି ହସିକି ଜହ୍ନ ଟା କହେ.

କେତେଦିନ ପକ୍ଷୀ ପାଖରେ ରଖିବୁ ଜାଣିଥା ସେ କେବେ କାହାର ନୁହେଁ.

ସତରେ ଯେବେ ଉଡ଼ିଗଲା ପକ୍ଷୀ ନୀଳ ଆକାଶ କୁ, ଖତେଇ ହେଇକି ଜହ୍ନ ଟା କହେ.

ତମ ସହରରେ କରୋନା ମାତିଛି,କଳା ଛଡେଇବାକୁ ଚତୁର୍ଦ୍ଧା ମୂରତି ଯାଏ.

ଉପରୁ ଦେଖିବୁ ଆମେ ଦୁଇ ମିତ, ସ୍ନାନ ପୂର୍ଣ୍ଣମୀ ରେ କଣ କେମିତି କୋଉଠି କାହିଁକି ମର୍ତ୍ୟରେ ହୁଏ.


Rate this content
Log in

Similar oriya poem from Abstract