STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ମନ

ମନ

1 min
0


ସବୁ ଅଭିଜ୍ଞତା ଭିତରେ 
ମନକୁ ପଢିବା କଷ୍ଟ 
ମନ ବୁଝିଗଲେ ଆଖି ବୁଝେନା 
ଦ୍ରବ୍ୟ ହୁଏ ନଷ୍ଟ 
ଆଖି ବୁଝିଗଲେ ମନ ବୁଝେନା 
ଡାକୁଥାଏ ରଖ ଇଷ୍ଟ 
ମନ ଯାହା ଚାହେଁ ପାଇ ହୁଏନା 
ସବୁ କିଛି ଅଭିଷ୍ଟ 
ଜାଣିଶୁଣି ପରଚର୍ଚ୍ଚା ଅବା ନିନ୍ଦା କରନା 
ପୁରିବ ମନ ଅଭିଷ୍ଟ 
ମନ ତ ମାନେନା ବୁଝେନା ଅମାନିଆଁ 
ଵିଧି କିନ୍ତୁ ନିର୍ଦ୍ଦିଷ୍ଟ 
ମନ ଧନ ଥାଉ ହୃଦୟ ଭିତରେ 
ଫଳ ଫଳିବ ଉଦିଷ୍ଟ 
ମନ ପାଇଁ କେତେ କେଁ କଟର ନାଟ 
ଚାଲିଛି ସଂସାର ହାଟ 
ମନ ମରିଯିବ ତା ବେଳ ଆସିଲେ 
ଜୁଇରେ ଜଳିଲେ କାଷ୍ଠ
ମନପକ୍ଷୀକୁ କେହି କାମନା ବୋଲି କହି 
ମରେ ଛାଡିଗଲେ ପ୍ରାଣପକ୍ଷୀ ଘଟ


Rate this content
Log in

Similar oriya poem from Abstract