STORYMIRROR

Ranjita Das

Inspirational

2  

Ranjita Das

Inspirational

ଫୁଲ

ଫୁଲ

1 min
276

ମୁଁ ଫୁଲଟିଏ ହେବି

ସେ କୋକେଇକୁ ସଜାଉଥିବା ଫୁଲ ହେଉ

କି ପୂଜା ପାଇଁ ଫୁଲ,

ବା ହେଉ ସେ ବାସନା ରାତିର ଫୁଲ ।

ଅନ୍ତତଃ କିଛି କାମରେ ତ ଆସିବି!

କେବେ ଦୁଦୁରାଟେ ହେଇ ଭୋଳାବାବା 

ଚରଣରେ ଗଡିଯିବି

ପୁଣି ନାଲି ମନ୍ଦାର ମାଳଟେ ହେଇ 

ମା' ଗଳାରେ ଝଲକିବି

ନାଲି, ନେଳି ଭଳିକି ଭଳି ଫୁଲ 

ହେଇ ମହକି ଯିବି

ହଁ, ମୁଁ ଫୁଲଟିଏ ହେବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational