STORYMIRROR

Sunanda Mohanty

Abstract Drama Action

3  

Sunanda Mohanty

Abstract Drama Action

ପହିଲି ବର୍ଷା

ପହିଲି ବର୍ଷା

1 min
122


ପହିଲି ବର୍ଷା ହୁଏ ପହିଲି ରଜରେ

ଭାରି ମଜ୍ଜା ଲାଗେ ଦୋଳି

ପହିଲି ବର୍ଷା ହୁଏ ଆମ ଗାଁ ନଈ ପଠାରେ

ମୌସୁମୀ ର କୋଳାକୋଳି

ପହିଲି ବର୍ଷା ଆଣେ ଫି ବର୍ଷ ନବଉନ୍ମାଦନା

ଫୁଲ ପୁଟେ ଆଣୁ ତୋଳି

ପହିଲି ବର୍ଷା ଗୀତି ରାତି ଚଇତି

କି କରିବ ଫୁଲ ତୋଳି

ପହିଲି ବର୍ଷା ତାର ମେଘରାତି ଭାଷା

କହୁଥାଏ ମାଳି

ପହିଲି ବର୍ଷା ଗୀତି ଶୁଣି ମୟୁର ନିତି

ଖାଏ ମେଘ ଗାଳି

ପହିଲି ବର୍ଷାରେ ପୁରୀ ଧାମେ ପୁରୀ ସରକାର

ଖାଏ ଭୋଗ ପୁଳି ଧରି ଓଳି

ପହିଲି ବର୍ଷାରେ ବୁଢୀମା ବସିଥାଏ

ଧରି ଜପା ମାଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract