Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ଫଗୁଣ

ଫଗୁଣ

1 min
114


କଂକ୍ରିଟ ଇଲେକ୍ଟ୍ରି ଖୁଣ୍ଟରେ

ଦେବଦାରୁ ଆଉଜି ପଡ଼ିଛି,

ଲଣ୍ଡା ପାହାଡ଼ ଉପରେ ରାତିର ଜହ୍ନ 

ରତି କ୍ରୀଡା କରୁଛି l


ପଥର ଦେହରେ ଝରଣାଟିର ସରମ

ନାହିଁ ଘସରି ହେଉଛି ,

ପ୍ରେମ ସାସ୍ୱତ ଚିରନ୍ତନ ଜୀବକି

ଜଡ ମତ ମଳୟ ବହୁଛି।

କୋଇଲି ଖୋଜୁଛି ସାଥି, ପଞ୍ଚମ

ତାନରେ ମଲ୍ଲୀ ମାଳତୀ କେତକୀ

ଉନ୍ମୁକ୍ତ ପ୍ରେମରେ ନବ ପଲ୍ଲବ ବିସ୍ତାରିତ

ବକ୍ଷ ଉଲ୍ଲାସ ଉନ୍ମାଦ ଚାରୁ ସୁଷମା

ବଳୟରେ ପ୍ରକୃତିର ଇଙ୍ଗିତ

ରାଧା କୃଷ୍ଣ ବିମାନରେ ଅଭୀର ରଙ୍ଗ

ଦେହ ପାଇଁ ଭୋକ, ପ୍ରେମ  ହିଡ ବାଡ

ମରିଚିକା ଫଗୁଣ ପର୍ଯ୍ୟନ୍ତ।



Rate this content
Log in

Similar oriya poem from Action