Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANTA KUMAR MAHAPATRA

Romance

3  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଆରେ ପ୍ରିୟା ୫

ପଦଟିଏ ତୋ ନାଆରେ ପ୍ରିୟା ୫

1 min
12.2K


ଯୋଉଠି ମୁଁ ଥାଏ ଯେମିତି ମୁଁ ଥାଏ 

ଯାହାବି ମୁଁ କରୁଥାଏ 

ସବୁବେଳେ ତୁମ ହସ ହସ ମୁହଁ  

ମୋ ଆଖିରେ ନାଚୁଥାଏ I

ପୁନେଇ ଜହ୍ନରେ ତୁମ ମୁହଁ ଦିଶେ 

ନଦୀ ତୁମ ଛବି ବହେ 

ଲେଖନୀ ମୁନରେ ତୁମେ ଝରିଯାଅ 

ସପନେ ତୁମକୁ ପାଏ I

ପ୍ରଶ୍ୱାସରେ ତୁମେ ଧମନୀରେ ମୋର 

ତୁମରି ରକତ ବହେ 

ମୋ ଓଠରେ ତୁମେ ଜନ୍ମ ଜନ୍ମାନ୍ତର 

ତୁମରି ବନ୍ଧନ ଚାହେଁ I 


Rate this content
Log in

Similar oriya poem from Romance