STORYMIRROR

Puspita Dash

Romance

2  

Puspita Dash

Romance

ପବିତ୍ର ପ୍ରେମ

ପବିତ୍ର ପ୍ରେମ

1 min
13.6K


ଅନୁପମ ପ୍ରୀତି ମାଧୁରୀ

ତାର ନାହିଁ ତୁଳନା ,

ଭାବ ଜଗତରେ ବାସମୋ

ମୁଁଯେ ମୋର ଉପମା;

କୃଷ୍ଣ ପ୍ରେମରେ ଏ ଜଗତ

ସଦା ରହିବ ଲୀନ,

ଚିର ଅମଳିନ ରହିବ

ଆମ ପବିତ୍ର ପ୍ରେମ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance