STORYMIRROR

Puspita Dash

Inspirational

2  

Puspita Dash

Inspirational

ପାଣି ପଶିବନି ବସାରେ ମୋର

ପାଣି ପଶିବନି ବସାରେ ମୋର

1 min
14.1K


ପାଣି ପଶିବନି ବସାରେ ମୋର

ଅତି ମୁଁ କୁଶଳୀ ମୋ କାମରେ

ରହିବ ଆସି ସେ ଖୁସି ମନରେ

ଅତି ମଜଭୁତ ଏ ମୋର ଘରେ

ବତାସେ ଝୁଲେ ମୁଁ ଏଇଦୋଳିରେ

ମୁଁ ଯେ କାରିଗର ବଡ କୁଶଳୀ

ଶିଖିବ ଏ କଳା ଏ ମୋର ଅଳି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational