STORYMIRROR

Puspita Dash

Inspirational

2  

Puspita Dash

Inspirational

କୁରୁସଭା ତଳେ ପାଞ୍ଚାଳୀଙ୍କ ଡାକ

କୁରୁସଭା ତଳେ ପାଞ୍ଚାଳୀଙ୍କ ଡାକ

1 min
14K


କୁରୁସଭା ତଳେ ପାଞ୍ଚାଳୀଙ୍କ ଡାକ

ଶୁଣିଥିଲ ପ୍ରଭୁ ଦିନେ

ଆଜି କାହିଁ ତୁମେ ଶୁଣୁନାହଁ କିଛି

ଶୁଭୁନାହିଁ କିବା କର୍ଣ୍ଣେ

ଅନ୍ୟାୟର ପ୍ରତିବାଦ ନକରିଲେ

ଏତେ ବୀର ଥାଉ ଥାଉ

ଏଯୁଗରେ ସବୁ ଦେଖି ଶୁଣି ଆମେ

ଏବେ ବି ପଛେଇ ଯାଉ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational