Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Inspirational Others

3  

Ghanashyam Biswal

Inspirational Others

ପବିତ୍ର ମନ

ପବିତ୍ର ମନ

1 min
264


ମଣିଷ ଜୀବନ ପାଣିର ଫୋଟକା

ବତରକେରି ପରି

ପ୍ରାଣର ନିଃଶ୍ୱାସ ଥମିଗଲେ ବାବୁ

ଯମ ନେବ ଯମ ପୁରୀ l


ହିଂସା, ଅହଂକାର, ଚୋରୀ ଡକାୟତି

ହଣାକଟା ଆଦି କେତେ

ରୁଷା ଫୁଲା ଆଉ ବାଦ ଅପବାଦ

ଯୁଆଡେ ଯାହାକୁ ଯେତେ l


ନିଜେ ହସି ବାବୁ ସଭିଙ୍କୁ ହସାଇ

ଜୀବନକୁ ଜିଉଁଥିଲେ

ବିପଦେ ଈଶ୍ୱର ସହାୟ ହୁଅନ୍ତି

ଅଦିନେ ଝଡ଼ ଆସିଲେ l


ଦୁଃଖ ସୁଖ ସବୁ ସମାନ ଭାବିକି

ଜୀବନର ବାଟ ଯେ ଚାଲୁଥାଏ

ଦୁନିଆ ଯାକର ଖୁସି ମିଳେ ତାକୁ

ଆନନ୍ଦ ମନେ ସେ ରୁହେ l


Rate this content
Log in

Similar oriya poem from Inspirational