STORYMIRROR

Akshayakumar Dash

Inspirational Others

3  

Akshayakumar Dash

Inspirational Others

ପାଠକ

ପାଠକ

1 min
207

କୋଟିକ ଭିତରୁ ଗୋଟିଏ ବି

ମୁକ୍ତା ଟିକୁ ଖୋଜା

ଯିଏ ପଢେ ଦରଦୀ ହୃଦୟର ଭାଷା

ସିଏ ନିସଙ୍ଗ ବେଳାର

ଅଭାବୀ ଜୀବନର ସାଥି

ରାଧା ବିନା ଅଧା

ଯମୁନାର ବଂଶୀଧର ବଂଶୀ

ଶୁଣିବାରୁ ଗୋପୀ

ପ୍ରିୟତମ ସଖି।


ଦେବାସୁର ସମୁଦ୍ର ମନ୍ଥନ

ଅମୃତ ପାଏ ସେ ଭାଗ୍ୟବାନ

ଦଧିଚିର ଅସ୍ତି ରୁ ଅସ୍ତ୍ର

ଶତ୍ରୁ ନାଶ ହେଲା

ଜ୍ଞାନାମୃତ ପାନକରି

ତରଣୀରେ ଜଣେ ବି ନାଉରୀ

ସାର୍ଥକ ହୋଇବ ଶ୍ରମ

ଲେଖା ହେଲେ ପାଠକକଂ ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational