STORYMIRROR

Sudhashree Bhattamisra

Tragedy

2  

Sudhashree Bhattamisra

Tragedy

ପାଷାଣ

ପାଷାଣ

1 min
202

ସ୍ପନ୍ଦନ ଖୋଜିଲି ବୋଲି

ପାଷାଣ ଦେହରେ

ଜଳିଲି ଆଉ ଜଳିଲି

ଭୋଗିଲି ଖାଲି ଯାତନା

ପାଷାଣ କି ବୁଝେ ହୃଦୟର ବେଦନା

ସ୍ପନ୍ଦନର କଥା

ଅବ୍ୟକ୍ତ ଭାଷା, ଅକୁହା କଥା

ଯନ୍ତ୍ରଣାର ସ୍ୱର

ଶୁଭେ ଖାଲି ଅହରହ

ଖୋଜିଲେ ସ୍ପନ୍ଦନ

ପାଷାଣ ଦେହରେ

ଜଳିଛି ବୋଲି

ବେଦନା ଆଉ

ଅନ୍ତରଦାହରେ

ଵୁଝିଛି କିଏ ସେ ଜ୍ୱଳନ

ଅନ୍ତରଦାହର କଥା

ଆତ୍ମଗୋପନ ପାଲଟିଯାଏ

ଜୀବନ

ଜଳିବାକୁ ହୁଏ ଅନ୍ତରଦାହ ରେ

ଅବ୍ୟକ୍ତ ଯନ୍ତ୍ରଣାର

ଗୋପନୀୟତାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

ମିଳନ

ମିଳନ

2 mins ପଢ଼ନ୍ତୁ

Similar oriya poem from Tragedy