STORYMIRROR

Brundabana Pradhan

Romance

3  

Brundabana Pradhan

Romance

ପାର୍କରେ

ପାର୍କରେ

1 min
168


ଯେତେବେଳେ ପାର୍କରେ 

କରେଣ୍ଟ ଯାଏ

ଆମ ସମ୍ପର୍କର ନିବିଡତା 

ଖୁବ୍ ବଢିଯାଏ। 


ପାରେନି ଦେଖି ଅତୀତ କୁ 

ବର୍ତ୍ତମାନର ଅସ୍ତିତ୍ୱକୁ ଯାଉଥାଏ ଭୁଲି

ଯେତେବେଳେ ପାର୍କରେ

କରେଣ୍ଟ ଯାଏ ଚାଲି। 


ଭବିଷ୍ୟତର ଚିନ୍ତା ସବୁତକ

ଆପେ ଆପେ ଲାଗିଯାଏ 

ଯେତେବେଳେ ପାର୍କରେ 

କରେଣ୍ଟ ଯାଉଥାଏ। 


ପାର୍କରେ ଯେତେବେଳେ 

କରେଣ୍ଟ ଯାଏ

ମଧୁର ମିଳନ ସଖି 

ଆପେ ହୋଇଯାଏ। 


ସେ ସମ୍ପର୍କର ପରିଭାଷା 

ପାରେନା ମୁଁ କହି 

ନ କହି ସଖି ଗୋ ତୁମକୁ

ପାରୁନି ବି ରହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance