STORYMIRROR

Sabita Sukla

Abstract

3  

Sabita Sukla

Abstract

ପାଦ

ପାଦ

1 min
184


ବିଭୁ ପାଦ ପଦ୍ମେ ଶରଣ ପଶୁଛି 

କୃପାସିନ୍ଧୁ କୃପା କର,

ମହତ ଭାବନା ଦିଅ ହୃଦୟରେ 

ଭଜୁଥିବି ନିରନ୍ତର।1।


ତୁମ କୃପାଦାନ ଏ ଦିବ୍ୟ ଶରୀର 

ଭାବୁଛି ମୁଁ ଉପହାର,

ଶ୍ରଦ୍ଧାର ଜୀବନ ଉତ୍ତମ କରମ 

କରୁଥାଉ ବାରବାର।2।


କେତେ ଦାନ ଦେଲ କଳି ପାରିବିନି

 ୠଣୀ ରହିଥିବି ଚିର,

କାମ,କ୍ରୋଧ,ହିଂସା, ଲୋଭ ଆଦି 

ସବୁ ମନୁ କରିଦିଅ ଦୂର।3।


ମୋର ଭାବ ଜାଣି ନାବକୁ ସଳଖି 

ଦେବ ହେ ଅନ୍ତରଯ୍ୟାମୀ,

ନମ୍ର,ବିନମ୍ର, କ୍ଷମା ହୃଦେ ଦିଅ ବିଭୁ

 ପଦରେ ନମାମି।4।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ

Similar oriya poem from Abstract