STORYMIRROR

Pramila Sahoo

Inspirational

2  

Pramila Sahoo

Inspirational

ପାଦ ଚିହ୍ନ

ପାଦ ଚିହ୍ନ

1 min
13K


କେଇଟା ଶଦ୍ଦ କୁ ନେଇ

ମନରେ ଅନେକ ପ୍ରଶ୍ନ

ହୃଦୟରେ ଅସୁମାରୀ ଆଶା

ଗୋଧୂଳି ସଞ୍ଜ ବେଳର

ପକ୍ଷୀଙ୍କ ଆଗମନର ଶଦ୍ଦସହ

ସୁମଧୁର ମାଟିର ବାସ୍ନା ଆଉ

ସୁଶୀତଳ ପବନର ସ୍ପର୍ଶ

ହୃଦୟ ର ଅଭୁଲା ସ୍ପନ୍ଦନ

ବାସ୍ ଏଇ ହୃଦୟ ବୁଝେ ନାହିଁ କିଛି

ତୁମ ଫେରିବା ପଥକୁ ଚାହିଁ ରହେ

ଏଇ ଦୁଇ ନୀରବ କଥା କୁହା ଆଖି

ପ୍ରତିମୂହୁର୍ତ୍ତେ ଦେଖୁଥାଏ ତୁମ ଯିବାର ପାଦ ଚିହ୍ନ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational