STORYMIRROR

ଵଳରାମ ତରାଈ

Inspirational

3  

ଵଳରାମ ତରାଈ

Inspirational

ଓଡ଼ିଆ ଭାଷା

ଓଡ଼ିଆ ଭାଷା

1 min
1.1K


ଇଂରାଜୀ ଭାଷା ମୁଁ ଭୁଲିଛି

ମୋ ମାତୃଭାଷା ଓଡ଼ିଆଭାଷା

ଆମ ମୁଖ୍ୟମନ୍ତ୍ରୀ କରିଛନ୍ତି ଏକ ଘୋଷ

ଓଡ଼ିଆ ଆସେନି ତାଙ୍କୁ ସେ କହୁଛନ୍ତି ଇଂରାଜୀ ଭାଷା

ଓଡ଼ିଆଙ୍କ ପ୍ରିୟ ଓଡ଼ିଆ ଭାଷା

ଆମ ମାତୃଭାଷା ଆମ ଓଡ଼ିଆ ଭାଷା

ଇଂରାଜୀ ମାନଙ୍କ ଭାଷା ଏ ଇଂରାଜୀ ଭାଷା

ଶାସନ କରିବା ଲୋକଙ୍କୁ ଠକିବା ମିଛ କହିବା ଇଂରାଜୀ ଭାଷା

ରାଜନୀତି କରେ ଇଂରାଜୀ ଭାଷା

କବି ମାନଙ୍କର ପ୍ରିୟ କବିତା

ପ୍ରିୟ ଓଡ଼ିଆ ଭାଷା

ଗର୍ଵରେ କହିବା ଭୁଲିବାନି ଆମ ଓଡ଼ିଆ ଭାଷା

ଟ୍ରେନ ଟିକେଟ ହେଲାଣି ଆମ ଓଡ଼ିଆ ଭାଷା

ଧର୍ମେନ୍ଦ୍ର ପ୍ରଧାନଙ୍କ ସେ ଚେଷ୍ଟା

ଆମ ଓଡ଼ିଆରେ ଦେଲି ଆମ ଓଡ଼ିଆ ଭାଷା

ଓଡ଼ିଆ କଥା ଓଡ଼ିଆ ଭାଷା

ସମସ୍ତେ ମାନନ୍ତି ସେ ବଡ଼ ମାତୃଭାଷା

ଆମେ ଓଡ଼ିଆ ଭାରି ବଢ଼ିଆ

ଓଡ଼ିଆ ଭାରି ଲଢୁଆ

ଓଡ଼ିଆ ପୁଅ କିଷାନ

ଓଡ଼ିଆ ପୁଅ ଯବାନ

ଓଡ଼ିଆ ପୁଅ ଓଡ଼ିଆ ମହାପୁରୁଷ

ଓଡ଼ିଆ ବୀର ରଖିଛନ୍ତି ଆମରୀ ଶିର

ଓଡ଼ିଆ ପୋଥି ଓଡ଼ିଆ ପୁରାଣ

ଓଡ଼ିଆ ଯାତ୍ରା ଓଡ଼ିଆ ପର୍ବ

ବାର ମାସରେ ତେର ଜାତ

ଇଂରାଜୀ ହଠାଅ ଓଡ଼ିଆ ଲଗାଅ

ଜୟ ହୀନ !

ବଳରାମ ତରାଇ, ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational