STORYMIRROR

Tafizul hussain

Classics

4  

Tafizul hussain

Classics

ନୂଆଁଖାଇ ଜୁହାର୍

ନୂଆଁଖାଇ ଜୁହାର୍

1 min
277


ଇନର୍ ମାଏଟ୍ ପାଏନ୍ ପବନ୍

ଆମର୍ ତ ଆଏ ଜୀବନ୍

ପନତ୍ ଛଏରା ଥାପି ରଖ୍ ମାଁ 

ନୂଆଁଖାଇ ଦିନ ପଶୁଛେଁ ତୋର ଶରନ୍ ।। 


ମନ ଖୁଲିକରି କହିଦେ ତୁଇ 

ଆମେ ସଭେ ବୁହେନ୍ ଭାଇ 

ମୁଡ଼ିଆ ମାରୁଛେଁ ତୋର ପାହାତଲେ 

ପରଦେଶୁଁ ଅଏଲେନ ମୋର ଦଦା ଭାଇ।। 


ମହ ମହ ହେଇ ମହକି ଗଲାନ 

ଗାଁ ଖୁଏଲ୍ ପରା ପାଟ୍

ଭାବ୍ ପୀରତି ଉଛଲି ଉଡ଼ୁଛେ 

ଚାଲଲାନ ଜୁହାର୍ ଭେଟ୍ ଘାଟ୍ ।। 


ନୂଆଁ ଧାନ୍ କେ ନୂଆଁ ମନ୍

ସପନ୍ ଧରିଛେ ଧାର୍

ନୂଆଁଖାଇ ଆମର୍ ଶିଘା ପରବ୍

ସମକୁ ମୋର ନୂଆଁଖାଇ ଜୁହାର୍ ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics