STORYMIRROR

Tafizul hussain

Others

4  

Tafizul hussain

Others

ଜନନୀ

ଜନନୀ

1 min
208

ତୁମ ଜନନୀ

ତୁମେ ଭଗିନୀ 

ତୁମେ ଅର୍ଦ୍ଧାଙ୍ଗିନୀ

ତୁମ ବିନା ସଂସାର ଅଧା

ତୁମେ ହିଁ ତେଜସ୍ଵିନୀ

ତୁମେ ଓଜସ୍ବିନୀ

ତୁମେ ମଙ୍ଗଳଦାୟିନୀ

ତୁମ ପାଦପଦ୍ମେ ସ୍ଵର୍ଗ

ତୁମ ସାକ୍ଷାତ ଈଶ୍ୱରରୂପିଣୀ

କୋଟି କୋଟି ପ୍ରଣାମ ତୁମ ଚରଣେ

ତୁମେ ଜଗତ ଜନନୀ

ତୁମ ଜଗତ ଜନନୀ ।।



Rate this content
Log in