STORYMIRROR

Chittaranjan Lenka

Inspirational Others

3  

Chittaranjan Lenka

Inspirational Others

ନୂଆଖାଇ ଜୁହାର

ନୂଆଖାଇ ଜୁହାର

1 min
14.7K


ପଶ୍ଚିମ ଓଡିଶା         ଭାଇ ଭଉଣୀଙ୍କୁ

ନୂଆଖାଇର ଜୁହାର

ନୂଆଖାଇ ପର୍ବ       ଆନନ୍ଦେ ପାଳନ୍ତୁ

ପବିତ୍ର କାମନା ମୋର


ମନଟା ତାଙ୍କର       ସବୁବେଳେ ବଡ

ହୋଇ ସୁଦ୍ଧା ଧନ ଶୂନ୍ୟ

ସବୁଠାରୁ ବଡ         ନୂଆଖାଇ ପର୍ବ

ଭାବନ୍ତି ନିଜକୁ ଧନ୍ୟ


ଭାଇ ଭଗ୍ନୀ ଭାବ      ରଖିଥାନ୍ତି ବାନ୍ଧି

ହୁଅନ୍ତି ସର୍ବେ ଏକତ୍ର

ନୂଆ ଖିଆ ସଙ୍ଗେ    ଇଷ୍ଟ ଦେବ ପୂଜା

ଭୋଳ କରେ ନାଚ ଗୀତ


ମାଆ ସମଲେଇ     ମା ପାଟଣେଶ୍ୱରୀ

ଆଉ ମାଣିକେଶ୍ୱରୀଙ୍କୁ

ପଶ୍ଚିମ ଓଡିଶା          ନିରୀହ ଜନତା

ପଣତେ ଢାଙ୍କ ସଭିଙ୍କୁ ।


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational