Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Golak Bihari Sahoo

Children

3.6  

Golak Bihari Sahoo

Children

ନୂଆ ବର୍ଷରେ ଭୋଜି

ନୂଆ ବର୍ଷରେ ଭୋଜି

1 min
459









ନୂଆ ବରଷରେ ଭଉଣୀ ଭାଇ 

  ଭୋଜି ପାଇଁ ଯିବା ସାଙ୍ଗକୁ ନେଇ ।

ଶୀତ କାକରକୁ ଡରିବା ନାହିିଁ 

  ସଙ୍ଗେ ନେଇ ଯିିିବା ମାଉସୀ ମାଇଁ  ।


ନାଚି କୁଦି ଖେଳି ଗୀତକୁ ଗାଇ

  ସଭିଙ୍କ ମନକୁ ଖୁସି କରାଇ । 

ସଭିଙ୍କ ସାଥିରେ ଭୋଜିକୁ ଖାଇ 

  ସଫା କରି ଦେବା ବାସନ ଧୋଇ । 


ଅଇଁଠା ପତର ଜରିକୁ ନେଇ

  ଏଣେ ତେଣେ ଆମେ ଫିଙ୍ଗିବା ନାହିଁଁ ।

ପରିବେଶ ସ୍ବଚ୍ଛ ରଖିବା ପାଇଁ 

  ଆବର୍ଜନା ସ୍ଥଳେ ଦେବା ପକାଇ ।


ଗରିବକୁ ଅବା ପଶୁକୁ ଦେଇ 

  ବଳକା ଖାଦ୍ୟକୁ ଫିଙ୍ଗିବା ନାହିଁଁ ।

ନୂଆ ବରଷରେ ଶପଥ ନେଇ

  ସ୍ବଚ୍ଛ ପରିବେଶ ସୁସ୍ଥତା ପାଇଁ ।


ଉପଦେଶ ଗୁୁରୁ ଜନଙ୍କ ନେଇ 

  ବଡ ହେବା ତାଙ୍କ ଆଶୀଷ ପାଇ ।



Rate this content
Log in

Similar oriya poem from Children