STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ନୂଆ ବରଷ

ନୂଆ ବରଷ

1 min
175

ନୂଆବରଷ ନବ ଉଲ୍ଲାସ 

ଶିଶିର ସାରସ ଆଣିଛି ହର୍ଷ 

ବାରମାସରୁ ଏହି ପୁଷମାସ 

ପଡିଛି ମେଲାଣି ଭସାଣି ପୁଣି 

ସ୍ୱାଗତ ଶୀର୍ଷ ଭରା ଭରା ପିୟୁଷ 

ଆଜି ନୂଆ କାଲି ପୁରୁଣା ହୁଏ ଅବଶ୍ୟ 

ଦେଇଯାଇଥାଏ ଉଷ୍ମ ପରଶ ପୁଣି ଶୀତଳ ସ୍ପର୍ଶ 

ପୁରୁଣା ରୁ ଅନୁଭୂତି ନୂଆରେ ଆଶା ବୈତରଣୀ ସନ୍ଦେଶ 

ପୁରୁଣା ବରଷ ହୁଏ ଇତିହାସ ନୂଆ ଆଣିଦିଏ ତଥ୍ୟ ସାରସ 

ପୁରୁଣା ଦେଲା ଶିକ୍ଷା ସଂହତି ଧର୍ଯ୍ୟ ସାହସ 

ନୂଆ ବର୍ଷ ଭରିଦେଉ ଆକାଂକ୍ଷା ଅନେଶତ ଅନେକାଂଶ 

ସେଇ ସୂର୍ଯ୍ୟ ସେଇ ଚନ୍ଦ୍ର ଅମାବାସ୍ୟା ପୂର୍ଣ୍ଣମୀ ତିଥି ବିଶେଷ୍ୟ 

ତଥାପି ନୂଆବର୍ଷ ଆଣେ ଶକ୍ତି କାନ୍ତି ସ୍ପୁର୍ତ୍ତି ସନ୍ଦେଶ 

ଉନ୍ମାଦନା ପ୍ରତି ପ୍ରାଣେ ଭରି ଆତ୍ମବିଶ୍ୱାସ 

ନୂଆବର୍ଷ ହେଉ ଖୁସିର ବର୍ଷ ରାଗ ଋଣ ଦ୍ୱେଷ ରୋଷ ନଥାଉ ଲେଶ 

ସ୍ୱାଗତ ଗୀତିକା ଗାଇ ବନ୍ଦାପନା ପାଇଁ ସଜାଇ ନାରିକେଳ ଓ ପୁଷ୍ପ 

ସମ୍ଭାବନା ସଦିଚ୍ଛା ସ୍ୱୀକୃତି ଦିଅ ନବବର୍ଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract