STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ନୁଖୁରା ମୃଣ୍ତ

ନୁଖୁରା ମୃଣ୍ତ

1 min
44


ନୁଖୁରା ମୁଣ୍ଡରେ

ନୁଖୁରା ବାଳ

କରିଥାଏ ଉକୁଣୀ ଘର

ଯେତେ ତେଲ ଦେଲେ

ଶୋଷି ନିଅନ୍ତି ପ୍ରବଳ

ସଳଖ ନଥାଏ ବାଳ

  କୁଣ୍ଡାଇ କୁଣ୍ଡାଇ

ହୋଇଯାଏ ଝାଳ ନାଳ

ବୋହି ଯାଏ ରକତ ପ୍ରବଳ

ଲିଖ ଥାଏ ମାଳ ମାଳ

  ଡିମ୍ବକୁ ଫୁଟାଇ

କରିଥାଏ କଲବଲ

ପଡି ଯାଏ ଜଟ

ଛିଡି ଯାଏ ବାଳ

ହଜି ଯାଏ ମନ

ମାନସିକତା ସହ

ରହେନା ତାଳମେଳ

ପରିସ୍ଥିତି ହୋଇ ଯାଏ

        ଜଟିଳ

ମାଡି ଯାଏ ଲାଜ

ପଦାକୁ କାଢ଼ି ହୂଏନା

        ଗୋଡ

ଛିଡି ଯାଏ ସାମାଜିକ

             ଶୃଙ୍ଖଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational