STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ନନ୍ଦୋ ଉତ୍ସବ

ନନ୍ଦୋ ଉତ୍ସବ

1 min
24


ଆସିଛି ଆଜି ସେଇ 

   ପୂଣ୍ଯ ଦିନ

ଯେଉଁ ଦିନ ଆଣି ଛାଡି

   ଯାଇ ଥଲେ ବସୁଦେବ

ନନ୍ଦ ଗୃହରେ 

   ପ୍ରବେଶ ହୋଇ ଥିଲେ

  ପ୍ରଭୂ ଶ୍ରୀ କୃଷ୍ଣ

ନନ୍ଦ ଉଆସେ 

  ଖେଳି ଗଲା ଆଲ୍ଲାଦ

ଯଶୋଦା ପାଇ ଗଲେ

  କୋଳେ ପୁତ୍ର ରତନ

ପୁରି ଉଠିଲା ନନ୍ଦ ଗୃହ

ନାଚି ଉଠିଲା ସଦନ

ଛମ ଛମ ପକାଇ ପାଦ

 ନାଚି ଉଠିଲେ

ପୁର ବାସୀ ଗଣ

ବାଜିଲା ଶଙ୍ଖ ନାଦ

ଡମ ଡମ ବାଜାର

 ତାଳେ ତାଳେ

ନାଚି ଉଠିଲେ 

    ପୂର ବାସୀ ଗଣ

ମୟୂର ଥିଲା ନୃତ୍ୟ ରତ

ପକ୍ଷୀ ଗଣ ଗାଉଥିଲେ

  ମଧୁର ସଙ୍ଗୀତ

ଯମୁନା ଉଛ୍ଜୁଳି

   ହେଉଥିଲା ଉଚ୍ଚାଟ

ଲହରୀ ଗାଉଥିଲା

  ଆଗମନୀ ଗୀତ

ବାଜୁ ଥିଲା ତାଳ ମୃଦଙ୍ଗ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational