STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ନକଲି ନୋଟ

ନକଲି ନୋଟ

1 min
37

ଆଖିକୁ ଅବିକଳ ଦିଶୁଥିବା ନୋଟ

ଅସଲି କି ନକଲି 

ଧରାପଡିବ ଡିଟେକ୍ଟର ରେ

ମଣିଷ ଖୁସି ହୁଏ କେବଳ ଧନରେ ।

ଜାହାପାଖରେ ଯେତେ ଧନ

ତାପାଖରେ ସେତିକି ଗର୍ବ ଅହଂକାର

ଦିନେ ମଣିଷ ଧନକୁ ପୂଜା କଲା

ପାଇଲା ବି ବିପୁଳ ।

କେମିତି ଲାଗିଲା ସେ ଆହୁରି ଧନ ପାଉ

ଆହୁରି ଆସିଲେ ଲକ୍ଷ୍ମୀ

କୋଠାବାଡ଼ି କରି ରହିଲା

ଏବେ ଭାବେ ତ୍ରିଥ କରିବାକ ଯିବ

ସବୁ ତ୍ରିଥ ଦେଖିଲା ପରେ

ଧନ ସରିଗଲା 

ଏବେ, ବସି ଚିନ୍ତା କରେ

ମନ ପରି ଧନ 

କେବଳ ଯିବା 

ଆସିବାର ପଥ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational