STORYMIRROR

pranati Mahapatra

Fantasy Inspirational

3  

pranati Mahapatra

Fantasy Inspirational

ନିୟନ୍ତ୍ରଣ

ନିୟନ୍ତ୍ରଣ

1 min
195

ଦେଉଥିଲେ ଆଦର ଯତ୍ନ ମିଳଇ

ନ ଦେଲେ ନ କଲେ ଅଣ ଉହାଡେ ପଡଇ,

ସଭିଙ୍କର ଆଦର ଥାଏ ଯୌବନରେ

ଅନାଦର ଭାବ ବୃଦ୍ଧବୃଦ୍ଧା ସମୟରେ।

ଧୀରେ ଧୀରେ ଗ୍ରାସ କରିଥାଏ

ତାକୁ ବୃଦ୍ଧାଵସ୍ଥା।

ବୃଦ୍ଧବୃଦ୍ଧା ସମୟରେ ହୁଏ

ଥୁଣ୍ଟାଗଛ ସମ,

ଡାଳ ପତ୍ର ଝଡିଗଲେ 

ଟାଣପଣ ହଟେ,

ଥୁଣ୍ଟାଗଛ ପରି ରହେ

ଜଗଜ୍ଜନ ଆଗେ।

ଥୁଣ୍ଟାଗଛ କେବେବି ନ ହୁଏ

କା ପାଇଁ ମଙ୍ଗଳ,

ହୋଇ ଥାଏ ଆବଶ୍ୟକ

ଥିଲେ ପତ୍ର ଡାଳ ,

ନିଶ୍ଵାସ ପ୍ରଶ୍ଵାସ ପରିବେଶ

ପ୍ରଦୂଷଣ ନିୟନ୍ତ୍ରଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy