Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

3  

Sukadev Mahanta

Inspirational

ନିତ୍ୟୁକ୍ତି ନିକଟେ ସଭିଙ୍କ ଭକ୍ତି

ନିତ୍ୟୁକ୍ତି ନିକଟେ ସଭିଙ୍କ ଭକ୍ତି

1 min
274


ଗୋଟିଏ ନଈର ଦୁଇଟିଧାର

ଗୋଟିଏ ଚୁମ୍ବନ ଦୁଇ ଅଧର ।

ଦୁଇଟି ପାଟିରୁ ଗୋଟିଏ କଥା

“ମୁଁ ତୁମକୁ ଭଲ ପାଏ”ଜାଣିଥା ।

 ଗୋଟିଏ ଚନ୍ଦ୍ରକୁ କୋଟିଏ ତାରା

ନବଗ୍ରହ ମଧ୍ୟେ ଗୋଟିଏ ଧରା ।

ଶହେ ମୁରୁଖଠୁ ଗୋଟିଏ ଜ୍ଞାନୀ

ଶହେ ନିର୍ଗୁଣଠୁ ଗୋଟିଏ ଗୁଣୀ ।

ଶହେ ଦୁର୍ଜନଠୁ ଜଣେ ସୁଜନ

ସାତ ସମୁଦ୍ରଠୁ ବୁନ୍ଦାଏ ପାତନ ।

ଶହେ କୁଭାଷାଠୁ ପଦେ ନିତ୍ୟୁକ୍ତି

ନିତ୍ୟୁକ୍ତି ନିକଟେ ସଭିଙ୍କ ଭକ୍ତି ।


Rate this content
Log in

Similar oriya poem from Inspirational